ବାଲଗୋପାଳଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି

ଭୁବନେଶ୍ବରର କିମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ଲୋଇସିଂହା ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଜଣା ଶୁଣା ନେତା ବାଳଗୋପାଳ ମିଶ୍ରଙ୍କ ଅପରେସନ ପରେ ସ୍ବାସ୍ଥ୍ୟ ଅବସ୍ଥାରେ ଦୃତ ଉନ୍ନତି ହୋଇଥିବା ଜଣାପଡ଼ିଛି।

ତାଙ୍କୁ ଆଇସିୟୁରୁ ଏକ କେବିନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes