ଭିନ୍ନକ୍ଷମଙ୍କ ବ୍ୟାଙ୍କ୍ ଏକାଉଣ୍ଟକୁ ଯିବ ସହାୟତା ରାଶି

ସରକାରୀ ଯୋଜନାରେ ସହାୟତା ପାଉଥିବା ଭୁବନେଶ୍ୱର ନଗର ନିଗମ ଅଞ୍ଚଳରେ ରହୁଥିବା ଭିନ୍ନକ୍ଷମଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସରକାରୀ ସହାୟତା ରାଶି ସରକାର ପଠାଇବେ। ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣେ ବିଏମସି ଅଧିକାରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes