ଓଡ଼ିଶାରେ କୋଇଲାର ଅଭାବ ନାହିଁ : ମୁଖ୍ୟ ସଚିବ

କେତେକ ରାଜ୍ୟରେ କୋଇଲାର ଅଭାବ ଯୋଗୁଁ ଦିନକୁ 10/12 ଘଣ୍ଟା ବିଦ୍ୟୁତ କାଟ ହେଉଛି l କିନ୍ତୁ ଓଡ଼ିଶାରେ କୋଇଲାର ଅଭାବ ନାହିଁ ଏବଂ ଯଥେଷ୍ଟ ମହଜୁଦ ଥିବାରୁ ଏଭଳି ପରିସ୍ଥିତି ହେବନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର l

ପାୱାର ପ୍ଲାଣ୍ଟ ଗୁଡିକୁ ଚାହିଦା ମୁତାବକ କୋଇଲା ଯୋଗାଇଦେବାକୁ ନିର୍ଦ୍ଦେଶ ଫିଆଯାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes