ବାରିପଦା ଆମ୍ ଆଦମୀ ପାର୍ଟିର ନଗର କମିଟି କର୍ମୀ ବୈଠକ

ଆଜି ବାରିପଦା ଛଉପଡିଆ ନିକଟରେ ଆମ୍ ଆଦମୀ ପାର୍ଟି, ବାରିପଦା ସହର ଶାଖାର କର୍ମୀ ବୈଠକ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କିସ୍କୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପାର୍ଟିର ସାଙ୍ଗଠନିକ ବିସ୍ତାର ସହିତ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ଛାଡ ପାଇଁ ଦସ୍ତଖତ ଅଭିଯାନ ଏବଂ ବାରିପଦା ସହରରେ ଏହାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes