ନୂଆପଡ଼ା ଭାୟା ପଦ୍ମପୁର ରେଳ ଲାଇନ ପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ

ଅନେକ ବର୍ଷର ଅପେକ୍ଷା ପରେ ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଳ ଲାଇନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପକ୍ରମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମୋଦନ କରିଛନ୍ତି l

ଏଥିପାଇଁ ସଂସଦ ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ଅନ୍ୟ ଦଳୀୟ ସହଯୋଗୀମାନେ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି l ଏହା ଛଡା କାର୍ଯ୍ୟ ତ୍ବରାନ୍ନିତ ପାଇଁ ଅନୁରୋଧ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes