ଲାଞ୍ଜିଗଡ଼ ବେଦାନ୍ତ ଡିଏଭି ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଡିଏଭି ଆନ୍ତର୍ଜାତୀୟ ସ୍କୁଲରେ ଆଜି ପ୍ରକାଶିତ ଦ୍ଵାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ପାଇଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଏହି ସ୍କୁଲର ଛାତ୍ର ସୌଭାଗ୍ୟ ୯୬.୪୦%,ପ୍ରତ୍ୟୁଷ ୯୬.୨୦%,ମାମିଦିପକା ୯୫.୪୦% ଓ ଭିଭେକ ୯୫% ମାର୍କ ରଖିଥିବା ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes