ବାମରା ତହସିଲଦାରଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ବାଘପଡ଼ା ଘାଟିରେ ଥିବା ପ୍ରାୟ ୨୦୦ ପୁରୁଣା ଶ୍ମଶାନ ଘାଟ ଭାଙ୍ଗିବା ଘଟଣାକୁ ନେଇ ବାମରାରେ ଦିନକୁଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।

ଦିର୍ଘ ୨ ଘଣ୍ଟା ଧାରଣାରେ ବସିବା ପରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଛନ୍ତି ଆନ୍ଦୋଳନ କାରୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes