ଲୁପ୍ତ ‘ଗଣ୍ତାବାଜା’କୁ ନେଇ ସ୍ୱତନ୍ତ୍ର ଆଲୋଚନା

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ କୁତମୁଣ୍ତାର ମିଶନ ଶକ୍ତି ମିଟିଙ୍ଗ ହଲ ପରିସରରେ ମହୁରୀ କଳା ପରିଷଦ(କୁତମୁଣ୍ତା) ପ୍ରତିଷ୍ଠାତା ହୀରାଧର କୁମ୍ଭାରଙ୍କ ସଭାପତିତ୍ୱରେ ‘ଗଣ୍ତାବାଜା’ ଉପରେ ଆଜି ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ।

ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ‘ଗଣ୍ତାବଜା’ ଉପରେ ଗବେଷଣା ପାଇଁ ଏକ ସ୍ବତନ୍ତ୍ର ବିଭାଗ ଖୋଲିଲେ ନିଶ୍ଚିତ ଭାବରେ ଏହା ସମୃଦ୍ଧ ହେବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମତପୋଷଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes