ବଲାଙ୍ଗିରର ଜୀବନରେଖା ‘ଲକ୍ଷ୍ମୀଯୋର’ ପରିଦର୍ଶନ କଲେ ପୌରାଧ୍ଯକ୍ଷା

ବଲାଙ୍ଗିର ସହରର ଜୀବନ ରେଖା ପାଲଟି ଥିବା ଲକ୍ଷ୍ମୀ ଯୋରର ଉନ୍ନତି ସକାଶେ ଆଜି ପୌରାଧ୍ଯକ୍ଷା ଲିକା ସାହୁ ବିଭୁତିପଡା ଓ ହାଟପଦାପଡା ଅଞ୍ଚଳକୁ ପରିଦର୍ଶନ କରି ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ବର୍ଷା ଦିନରେ ଯେମିତି ବନ୍ୟା ପରିସ୍ଥିତିର ସମ୍ମୁଖୀନ ଉପୁଯିବ ନାହିଁ ସେ ନେଇ ମଧ୍ୟ ସେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes