ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣରୁ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି।
ଏବେ ସବୁ ବନ୍ଦର ଗୁଡ଼ିକରୁ ବିପଦ ସଂକେତ ହଟାଇ ଦିଆଯାଇଛି। ହେଲେ ପରବର୍ତ୍ତୀ ସୂଚନା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ମନା କରାଯାଇଛି।
Credible Local News of Odisha