ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବସ୍; ୨ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ଜରଡ଼ା ଘାଟିରେ ଏହି ଦୁର୍ଘଟଣା ଘଟିଛି।

ବସଟି ୪୦ ଜଣ କଳାକାରଙ୍କୁ ନେଇ କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣୀ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes