‘ଆନ୍ତର୍ଜାତୀୟ ନର୍ସ ଦିବସରେ ବେଳା ଭୂମିରେ ବାଲୁକାକୃତି

‘ଆନ୍ତର୍ଜାତୀୟ ନର୍ସ ଦିବସ’ ଅବସରରେ ନର୍ସମାନଙ୍କ ନିରନ୍ତର ସେବାକୁ ପ୍ରଶଂସା କରି ପୁରୀ ବେଳା ଭୂମିରେ ଏକ ସୁନ୍ଦର ବାଲୁକାକୃତି କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ମାନବଜାତିକୁ ସେବା ଯୋଗାଇ ଦେବା ପାଇଁ ନର୍ସମାନେ ଅନେକଙ୍କୁ ପ୍ରେରଣା ଦେଉଛନ୍ତି ବୋଲି ସୁଦର୍ଶନ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes