କଂଗ୍ରେସ ନେତା ଶରତ ପଟ୍ଟନାୟକ ଗଲେ ଚିନ୍ତନ ଶିବିର

ଏଆଇସିସି ସମ୍ପାଦକ ଶରତ ପଟ୍ଟନାୟକ ଗଲେ ଚିନ୍ତନ ଶିବିର l ୪ଜଣ କଂଗ୍ରେସ ନେତା ରାଜସ୍ଥାନ ଉଦୟପୁର ସ୍ଥିତ ଚିନ୍ତନ ଶିବିର ଯିବେ l

ଅସୁସ୍ଥତା କାରଣରୁ ନରସିଂହ ମିଶ୍ର ଯିବେ ନାହିଁ, ପିସିସି ସଭାପତି ସନ୍ଧ୍ୟାରେ ଉଦୟପୁର ଯିବେ, କେନ୍ଦ୍ର ପ୍ରବକ୍ତା ଭକ୍ତଚରଣ ଦାସ ଓ ସାଂସଦ ସପ୍ତଗିରି ଉଲାକା ଯିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes