କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖରୀ ପଂଚାୟତ ମଲ୍ଲୀପଶି ହାଟ ପଡିଆରେ ଜଣେ ଯୁବତୀ ଶୁକ୍ରବାର କେଉଁ ଆଡୁ ଆସି ବୁଲୁଥିବାର ଦେଖିବାକୁ ମିଳିଛି।
ଯୁବତୀ ଜଣକ କିଭଳି ମଲ୍ଲୀପଶିରେ ପହଞ୍ଚିଲେ ତାହା ସେ ସଠିକ ଭାବେ କହିପାରୁ ନଥିବା ବେଳେ ସେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କାଦବାହାଳୀ ଗ୍ରାମର ସୁକାନ୍ତି ପୂର୍ତ୍ତି ଓ ତାଙ୍କ ବାପାଙ୍କ ନାମ ସୁରେ ପୂର୍ତ୍ତି ବୋଲି କହୁଛନ୍ତି।ଯୁବତୀଙ୍କ ମାନସିକ ବିକୃତି ଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।