ନୂତନ ଏସଡିପିଓଙ୍କ ଯୋଗଦାନ

ବାରିପଦା ସଦର ନୂତନ ଏସଡିପିଓ ପ୍ରକାଶ ଜେମ୍ସ ଟପ୍ପୋ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ କେନ୍ଦୁଝର ସଦର ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ବେଳେ ନୂତନ ଭାବେ ବଦଳି ପରେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି।

ବାରିପଦା ସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ପୂର୍ବତନ ଏସଡିପିଓ କେକେ ହରିପ୍ରସାଦଙ୍କ ପୁରୀ ସଦରକୁ ବଦଳି ହୋଇଥିବା ବେଳେ ତାଙ୍କ ଠାରୁ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes