ବାଗବର ସ୍କୁଲରେ ଶୋକସଭା ପାଳିତ

ସୋନପୁର ଜିଲ୍ଲା ଶରଧାପାଲି ସ୍କୁଲର ତିନି ଜଣ ଛାତ୍ର ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଥିଲା।‌ ତାଙ୍କର ଆତ୍ମାର ‌ସତଗତି ନିମନ୍ତେ ଆଜି ବୀରମହାରାଜପୁର ବ୍ଲକ ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ସମସ୍ତ ଛାତ୍ରଛାତ୍ରୀ ଓ‌ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ଏକ ଶୋକସଭା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes