ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବମରାଜ ଗ୍ରାମରେ ଆସନ୍ତା କାଲି ହେବାକୁ ଥିବା ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ପାଇଁ ଆଜି ଗାୟିକା ସୁଶ୍ରୀ ପ୍ରିୟମ୍ବଦା ମିଶ୍ର ଙ୍କୁ ଗୁଆ ନଡ଼ିଆ ଦେଇ ବରଣ କରିଥିଲେ। ଏଥିରେ ଗ୍ରାମ କମିଟି ଉପସ୍ଥିତ ଥିଲେ।
Credible Local News of Odisha