ଆନନ୍ଦପୁରରେ‌ ଚାରିଶମ୍ଭୁ ଭେଟ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର ଗ୍ରାମରେ ଆଜି ଚାରି ଶମ୍ଭୁ ଭେଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଧନେଶ୍ଵର ବାବା ଗୋଧନେଶ୍ଵର, ଗୋବିନ୍ଦ ପୁର ବାବା ଚମ୍ପେଶ୍ଵର , ବଡ଼ମାଳ ବାବା ସପ୍ନେଶ୍ଵର,‌ କର୍ତ୍ତଙ୍ଗ ର ବାବା ସୁବର୍ଣ୍ଣମେରୁ ପ୍ରମୁଖ ମହାଦେବ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes