ବାଇକ ଦୁର୍ଘଟଣାରେ ଦୁଇ ଯୁବକ ମୃତ

ଗୁଣୁପୁରର ପଣସଗୁଡାରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି l ପୁଲିସ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ବାଇକ ଓ ମୃତଦେହ ଦୁଇଟି ଜବତ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes