ବିଜୁ ପଟ୍ଟନାୟକଙ୍କ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ବାବୁଙ୍କ ସ୍ମୃତି ପୀଠ ଓ ଗାନ୍ଧିଜୀଙ୍କ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

ଏହି ଅବସରରେ ବିଧାୟକ ରମେଶ ସାଏଙ୍କ ସହିତ ନବନିର୍ବାଚିତ ସଦସ୍ୟ,ସଦସ୍ୟା,ବହୁ ଦଳୀୟ କର୍ମୀ ଓ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes