ବାଇକ୍ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିଲୁଙ୍ଗିଆ ନିକଟ ବୁଲାଣି ରାସ୍ତାରେ ବାଇକ୍ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତ ୨ ମହିଳା ଜଣକ ଲିଙ୍ଗାଗଡ଼ ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ଓ କିରାଣି ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes