ନିଷିଦ୍ଧାଞ୍ଚଳକୁ ପଶି ଆସିଥିବା ୨ ଟ୍ରଲର ଜବତ

ପୁରୀ ଜିଲ୍ଲା କୋଣାର୍କ ଅସ୍ତରଙ୍ଗ ଦେବୀ ମୁହାଣ ପାର୍ଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳକୁ ପଶି ଆସିଥିବା ୨ ଟ୍ରଲରକୁ ଜବତ କରିବା ସହ ୧୫ କର୍ମଚାରୀକୁ ଅଟକ ରଖିଛି ପ୍ରଶାସନ।

ଅଲିଭ୍ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅଞ୍ଚଳ ନିଷିଦ୍ଧ ଘୋଷଣା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes