ବରଗଡ଼ରେ ନୂତନ ରାସ୍ତା ଓ ନଳା ନିର୍ମାଣର ଶୁଭାରମ୍ଭ

ବରଗଡ଼ ନିଲିବନ୍ଦ ପଢା ଠାରେ ନୂତନ ରାସ୍ତା ଓ ନଳା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ।

ଯିବା ଆସିବା କରୁଥିବା ଲୋକେ ଏହାଦ୍ବାରା ଉପକୃତ ହେବେ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes