୫୦ ହଜାର ଟଙ୍କା ମୂଲ୍ୟ ର ଶାଳ ଗଣ୍ଡି ଜବତ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାର ପଡା ସେକ୍ସନ ଅନ୍ତର୍ଗତ ରାଇଡିହା ବିଟ ଶିଆଳିଯୋଡ଼ା ଗ୍ରାମ୍ୟ ଜଙ୍ଗଲ ରୁ ଏକ ବିରାଟ ଶାଳ ଗଛ କୁ କାଠ ମାଫିଆ କାଟୁଥିବା ଖବର ପାଇ ବନ ବିଭାଗତରଫରୁ ବନପାଳ ଚିତ୍ତରଞ୍ଜନ ପରିଡ଼ା ଙ୍କ ନେତୃତ୍ୱରେ ଚଢ଼ାଉ କରି ୫ ଶାଳ ଗଣ୍ଡି କୁ ଜବତ କରି ସାହାରପଡା ସେକ୍ସନ କାର୍ଯ୍ୟଳୟ କୁ ଅଣାଯାଇଛି I ଜବତ ଶାଳ କାଠ ଗଣ୍ଡି ଗୁଡିକର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes