କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୁଘର ଚାବି ଫେରାଇଲେ ବର୍ଷା

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଆଜି କଟକ ଏସ୍‌ଡିଜେଏମ୍ କୋର୍ଟରେ ଚାବି ଦାଖଲ କରିଛନ୍ତି ବର୍ଷା।

ଏହା ସହ ପରିବାର ଅଦାଲତରେ ବର୍ଷାଙ୍କ ଦ୍ୱିତୀୟ ଦିନରେ ସାକ୍ଷ୍ୟଗ୍ରହଣ ହେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes