ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

ମହିଳା ଜଣକ କୌଣସି ଏକ କାମରେ କଟକରୁ ଭୁବନେଶ୍ୱର ଆସିଥିଲେ।

ରାତି ହୋଇଯିବାରୁ ଏକ ଘରେ ଥଇଥାନ କରାଇ ଦେବାକୁ କହି ୨ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଗିରଫ ୨ ଅଭିଯୁକ୍ତରୁ ଜଣେ ଚନ୍ଦନପୁର ଓ ଜଣେ ଅନୁଗୁଳ ଅଞ୍ଚଳର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes