ବଜେଟ ଲୋକାଭିମୁଖୀ:ପାଟଣା ବିଧାୟକ

ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ସକାଶେ ପୂର୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି। ଏହା ଏକ ଲୋକାଭିମୁଖୀ ବଜେଟ।ଏଥିରେଓଡିଶା ର ସାମଗ୍ରିକ ବିକାଶ କଥା ଚିନ୍ତା କରି ସବୁବର୍ଗର ବିକାଶ ଓ ପ୍ରଗତି ପାଇଁ ସରକାର ଧ୍ୟାନ ଦେଇ ବ୍ୟୟ ବ୍ୟବସ୍ଥା କରିଥିବା ପାଟଣା ବିଧାୟକ ଜଗନ୍ନାଥ ନାୟକ କହିଛନ୍ତି।

ଏଥିରେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରଷ୍କାର ,ସ୍ୱାସ୍ଥ୍ୟ,ପାଇପ ଜଳ ଯୋଗାଣ, କୃଷି, ରାସ୍ତା, ଭଳି ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଛି। ମିଶନ ଶକ୍ତି, ଶିଶୁ ମହିଳା ବିକାଶ, ଶିଳ୍ପ କ୍ରୀଡା, ଏସ ସି ଏସ ଟି କଲ୍ୟାଣ ପାଇଁ ବଜେଟ ରେ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes