ସୋନପୁର ସଦରବ୍କକ ଅନ୍ତର୍ଗତ ଲଛିପୁର ଥାନାର ପ୍ରଥମ ଆମ ପୋଲିସ ସମିତ ବୈଠକ ଥାନା ଅଧିକାରୀ ଚନ୍ଦ୍ରମୋହୋନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ସ୍ଥାନୀୟ ଜଣା ଶୁଣା ଲୋକେ ଯୋଗଦେଇ ଥିଲେ। ଏସ୍ଆଇ ଏକ୍ରାମ୍ ନାହାକା ଏସ୍ଆଇ ଶ୍ରୀକୃର୍ଷ୍ଣ ସେଠ ପ୍ରମୁଖ ଯୋଗଦେଇ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରୀଥିଲେ