ସମ୍ବଲପୁରୀ ୟୁଟ୍ୟୁବର(ସ୍ୱାମୀ ସ୍ତ୍ରୀ ଅଭିନୟ )ରୋଶନ ମୁନିଆଁଙ୍କ ବିବାହ

ପ୍ରସିଦ୍ଧ ବ୍ୟଙ୍ଗ ୟୁଟ୍ୟୁବର ଏବଂ ଅଭିନେତା ଅଭିନେତ୍ରୀ ରୋଶନ ପଣ୍ଡା ଏବଂ ମୁନିଆଁ ପାଣିଗ୍ରାହୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି l ସ୍ୱାମୀ ସ୍ତ୍ରୀ ଅଭିନୟ କରି ଦୈନନ୍ଦିନ ଜୀବନକୁ ନିଖୁଣ ରୂପେ ପ୍ରତିଫଳନ କରି ସାରା ଓଡିଶାରେ ପ୍ରଶଂସାର ପାତ୍ର ହୋଇଛନ୍ତି l

ସମସ୍ତେ ତାଙ୍କୁ ସତ ବାହା ହୋଇଯାନ୍ତି ଚାହୁଁଥିଲେ ଓ ପ୍ରକୃତ ଜୀବନରେ ଦୁଇ ଅଭିନେତା ଏବଂ ଅଭିନେତ୍ରୀ ସ୍ୱାମୀ ଓ ସ୍ତ୍ରୀରୂପେ ଅଗ୍ନିକୁ ସାକ୍ଷୀରଖି ବିବାହ କରିଥିବାରୁ ତାଙ୍କ folowers ଙ୍କ ମନରେ ଆନନ୍ଦ ଖେଳି ଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes