ବଘିଆପଡା ସେବା ସମବାୟ ସମିତିର ସଭାପତି ଭାବେ ରୋହିତ ପଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ June 27, 2022 by Odisha ବୌଦ୍ଧ ଜିଲ୍ଲା ବଘିଆପଡା ସେବା ସମବାୟ ସମିତି ସଭାପତି ଭାବେ ରୋହିତ ପଧାନ ଆଜି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।