ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ତାଳଚେର କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଅଗ୍ନିପଥ ନିଯୁକ୍ତିକୁ ବିରୋଧ କରି ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଓ ପ୍ରତିବାଦ ସଭା କରାଯାଇଛି।

ଅଗ୍ନିପଥ ନିଯୁକ୍ତି ନାମରେ ଦେଶର ଯୁବକମାନଙ୍କ ଭବିଷ୍ୟତକୁ ବିଜେପି ସରକାର ଅନ୍ଧକାର ଭିତରକୁ ଠେଲି ଦେଉଛି ବୋଲି କଂଗ୍ରେସ୍ ନେତୃବୃନ୍ଦ କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes