ସପ୍ତାହ ବ୍ୟାପୀ ହେଉଥିବା ଯୋଗ ଶିବିର ଉଦଯାପିତ

ବୌଦ୍ଧ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ସପ୍ତାହ ବ୍ୟାପୀ ଯୋଗ ଶିବିର ଆଜି ଉଦଯାପିତ ହୋଇଯାଇଛି।‌

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା , ସୂଚନା ଲୋକସମ୍ପର୍କ ଅଧିକାରୀ ରିତୀକାନ୍ତ ବଲିଆରସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes