ଓଡ଼ିଆ ଜାତିର ସ୍ୱାଭିମାନ, ପରିଚୟ ଏବଂ ପ୍ରତିଷ୍ଠାକୁ ବିଶ୍ଵ ଦରବାରରେ ପ୍ରତିପାଦିତ କରିଥିବା ରାଷ୍ଟ୍ରନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପୁଣ୍ୟତିଥିରେ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ(ଫରେଷ୍ଟ ପାର୍କ )ଏବଂ ବିମାନ ବନ୍ଦର ଗୋଲେଇ ଛକରେ ଥିବା ପ୍ରତିମୂର୍ତ୍ତିରେ ଦଳୀୟ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l