ସୋନ ଡ୍ୟାମରେ ଶବ ଉଦ୍ଧାର ଘଟଣାରେ ୩ଜଣ ଗିରଫ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ଅନ୍ତର୍ଗତ ଦେବାନବାହାଳି ଗ୍ରାମର ରାମାୟା ସିଂଙ୍କ ମୃତଦେହ ସୋନ ଡ୍ୟାମରେ ଉଦ୍ଧାର ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଛି । ଗିରଫମାନେ ହେଲେ ଗ୍ରାମର ସାଙ୍ଗୀ ଡ଼ଙ୍ଗା ସିଂ, କନ୍ଦୁକା ଜଙ୍କା, ରାମାୟ ମାତଙ୍ଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes