ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧଦିବସ ପାଳିତ

ଅନୁଗୁଳ ତାଳଚେରରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧଦିବସ ପାଳିତ ହୋଇଛି।

ତାଳଚେର ରାଣିପାର୍କସ୍ଥିତ ନୂଆ ବସ ଷ୍ଟାଣ୍ଡ ନିକଟସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତିରେ ଢେଙ୍କାନାଳ ସାଂସଦ ମହେଶ ସାହୁ ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ,ନବ ନିର୍ବାଚିତ ନଗରପାଳ ପବିତ୍ର ଭୁତିଆ ଓ ବିଜୁଜନତା ଦଳର କର୍ମୀମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes