ପ୍ରେମରେ ବିଫଳ ପରେ ଯୁବତୀଙ୍କ ଭାଇକୁ ହାଣି ହତ୍ୟା କଲା ଯୁବକ

ଏପରି ଅଭାବନୀୟ ଘଟଣା ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ତାରିଣି ଛକରେ ଘଟିଛି। ମୃତ ଯୁବକଜଣକ ହେଲେ ଜିତେନ୍ଦ୍ର ମହାପାତ୍ର।

ଏହି ଆକ୍ରମଣରେ ତାଙ୍କ ବାପା ସନ୍ତୋଷ ମହାପାତ୍ର ଗୁରୁତର ହୋଇ ସୁକିନ୍ଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାରୀ ସାନ୍ତନୁକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀର ଘର ଓ ଟ୍ରକ୍ ପୋଡ଼ିଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes