ବିଶ୍ରାମ ନେଉଥିଲେ ଡ୍ରାଇଭର, ମାଡ଼ିଗଲା ମିନି ଟ୍ରକ୍

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକରେ ବିଳମ୍ବିତ ରାତିରେ ୪ଟି ଭ୍ୟାନ୍‌ରେ ଡ୍ରାଇଭରମାନେ ବିଶ୍ରାମ ନେଉଥିବା ବେଳେ ଔଷଧ ବୋଝେଇ ମିନି ଟ୍ରକ୍ ମାଡ଼ି ଯାଇଛି।

ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନି। ମିନି ଟ୍ରକ୍ ଡ୍ରାଇଭରକୁ ପୁଲିସ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes