ଇଡିରେ ହାଜର ହେଲେ ଖଗେଶ୍ୱର ସହଯୋଗୀ

ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛି ଖଗେଶ୍ୱର ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ।

ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ ପରେ ସମନ ପାଇ ଚନ୍ଦନ ହାଜର ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes