ପ୍ରଜ୍ଞାପୀଠରେ ପ୍ରଜ୍ଞାପୁରୁଷଙ୍କୁ ସମ୍ବର୍ଦ୍ଧନା

ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଅମାବାସ୍ୟା ଆସର ପ୍ରତି ଅମାବାସ୍ୟା ଭଳି ସାବିତ୍ରୀ ଅମାବାସ୍ୟାରେ ଭଦ୍ରକ କଲେଜ ପରିସର ‘ପ୍ରଜ୍ଞାପୀଠ’ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଜ୍ଞାପୁରୁଷ ବିଶିଷ୍ଟ ବ୍ୟାକରଣବିଦ୍ ଚକ୍ରଧର ପଣ୍ଡାଙ୍କୁ ‘ପାଣିନୀ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

ଆମେ’ର ସ୍ଥାୟୀ ସଭାପତି ଲଲାଟେନ୍ଦୁ ମହାନ୍ତି ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ପ୍ରଫୁଲ୍ଲ ସାହୁ ଯୋଗ ଦେଇ ଶ୍ରୀ ଅରୋବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ଉପରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes