ସକାଳୁ ଭୁବନେଶ୍ବରରେ କୋହଲା ପାଗ ଓ ପବନ

ଆଜି ସକାଳୁ ରାଜଧାନୀ ଭୁବନେଶ୍ଵର ଓ ଆଖପାଖରେ ପାଗ କୋହଲା ରହିବା ସହ ପବନ ଯୋଗୁଁ ଗରମରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ଆକାଶ ମେଘାଛନ୍ନ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes