ଆକଳନ’ ପତ୍ରିକାର ‘ସ୍ରଷ୍ଟା ପୂଜନ’ କାର୍ଯ୍ୟକ୍ରମ

ଭଦ୍ରକରୁ ବିଗତ ଚାରିବର୍ଷ ଧରି ପ୍ରକାଶ ପାଇଆସୁଥିବା ପ୍ରଫେସର ଡ. ଶଶଧର ଦାସଙ୍କ ସଂପାଦିତ ତ୍ରୈମାସିକ ‘ଆକଳନ’ ପତ୍ରିକା ତରଫରୁ ‘ସ୍ରଷ୍ଟା ପୂଜନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସାହିତ୍ୟ କ୍ଷେତ୍ରରେ ପୁରସ୍କାର ଓ ସମ୍ବର୍ଦ୍ଧନାକୁ ନେଇ ଯେଉଁ ପ୍ରିୟାପ୍ରୀତି ବାଦବିବାଦ ଓ ଅବ୍ୟବସ୍ଥା ଚାଲିଛି, ବହୁ ନିରୁତା ସାହିତ୍ୟ ସାଧକ, ଏକନିଷ୍ଠ ସାରସ୍ୱତ ତପସ୍ୱୀ ଏ ସବୁଠାରୁ ନିଜକୁ ଦୂରେଇ ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ଡ. ଦାସ ‘ସ୍ରଷ୍ଟା ପୂଜନ’ ଜରିଆରେ ଏକ ନିଆରା ସମ୍ବର୍ଦ୍ଧନା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ଆଜି ଭଦ୍ରକରେ ଦୁଇ ଗଳ୍ପପୁରୁଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes