ପୁଲିସ କମିଶନର ଅଫିସ ସାମ୍ନାରେ ବିଜେପିର ଅହୋରାତ୍ର ଧାରଣା ଆରମ୍ଭ

ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ପ୍ରତିବାଦ ଓ ଅର୍ଚ୍ଚନା ନାଗ, ଧର୍ମେନ୍ଦ୍ର ସାହୁ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ବିଜେପିର ଶତାଧିକ ନେତା ଓ କର୍ମୀ ଆଜିଠୁ ପୁଲିସ କମିଶନରଙ୍କ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି। 

ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଧାରଣା ଆସନ୍ତାକାଲି ସକାଳ ୧୦ଟା ଯାଏଁ ଚାଲିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes