ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ

କଟକ ସିଡିଏ ସେକ୍ଟର-୯ରେ ଥିବା ପାର୍ଲରରୁ ମହିଳାଙ୍କ ମୃତଦେହ ମିଳିଛି।

ମୃତ ମହିଳା ଜଣକ ପାର୍ଲର ମାଲିକାଣୀ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes