ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ ଏହି ଅଘଟଣ ଘଟିଛି।

ଛେଳିକୁ ବଞ୍ଚାଇବାକୁ ଯାଇ କରେଣ୍ଟ ସଂସ୍ପର୍ଶରେ ଆସି ୩ ମହିଳା ପ୍ରାଣ ହରାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes