ପିଇବା ପାଣି ପାଇଁ ଲୋକଙ୍କ ରାସ୍ତା ରୋକ

ସମ୍ବଲପୁର ସହରର ରାମଜି ମନ୍ଦିର ଅଞ୍ଚଳରେ ଲାଗି ରହିଥିବା ପିଇବାବପାଣି ସମସ୍ୟା ଦୂର ପାଇଁ ଲୋକେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ।

ଅନ୍ୟପଟେ ପାଣି ସମସ୍ୟାର ସମାଧାନ ପାଇଁ ପିଏଚଡି କାର୍ଯ୍ୟାଳୟ ତରଫରୁ ପ୍ରତିଶ୍ରୁତି ଦେବା ପରେ ହଟିଥିଲା ରାସ୍ତାରୋକ । ଆଜି ସହରର ରାମଜି ମନ୍ଦିର ରାସ୍ତା ଓ ରିଙ୍ଗ ରୋଡ ଠାରେ କରାଯାଇଥିଲା ଏହି ରାସ୍ତାରୋକ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes