ମେଡିକାଲ କଲେଜରେ ରାଗିଙ୍ଗ ଅଭିଯୋଗ ଘନେଇଲା

ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ତିନି ଦିନ ତଳେ ହରିଆନାର ଜଣେ ଏମବିବିଏସ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁ ପଛରେ ରାଗିଙ୍ଗ ଥିବା ନେଇ ଅଭିଯୋଗ ଅଧିକ ଘନେଇବାରେ ଲାଗିଛି l

ଛାତ୍ର ଜଣଙ୍କ କିପରି ବିଦେଶରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ସହ ମୋବାଇଲ ଚାଟିଙ୍ଗରେ ନିଜ କଲେଜରେ ଜୁନିଅର ଛାତ୍ରଙ୍କ ଉପରେ ହେଉଥିବା ରାଗିଙ୍ଗ କଥା ଉଲ୍ଲେଖ କରିଛନ୍ତି ତାହା ପଦାକୁ ଆସିଥିବା ବିଭିନ୍ନ ଗଣମାଧ୍ୟମ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes