ଗୁରୁକୂଳ ବିଦ୍ୟାମନ୍ଦିର ତରଫରୁ ସ୍ୱାଗତ ଉତ୍ସବ ପାଳିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଓ ସାଇଁକୁଳା ଗୁରୁକୂଳ ବିଦ୍ୟାମନ୍ଦିର ତରଫରୁ ଆଜି ସ୍ୱାଗତ ଉତ୍ସବ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି ।

ମୁଖ୍ୟ ଅତିଥି ରୂପେ ଉଦଳା ବିଧାୟକ ଭାସ୍କର ମଢେଇ ଓ ଉଦଳା ନଗରପାଳିକା ପ୍ରମିଳା ପଣ୍ଡା ପ୍ରମୁଖଙ୍କ ସହ ବହୁ ଅତିଥି ଯୋଗ ଦେଇଛନ୍ତି ।
ତାଙ୍କ ସହିତ ନୂତନ ନାମଲେଖାଇ ଥିବା ପିଲାଙ୍କ ଅଭିଭାବକ ସହିତ ଶିକ୍ଷା ଅନୁଷ୍ଠାନର ଗୁରୁ ଓ ଗୁରୁମାମାନେ ଉପସ୍ଥିତ ଅଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes