ପାନୀୟ ଜଳ ଯୋଗାଣ ଦାବିରେ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି ଜିଲ୍ଲା କୋକସରାରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ପ୍ରତିବାଦରେ ଗରା, ମାଠିଆ ଧରି ଶତାଧିକ ମହିଳା ଏନ୍ଏଚ୍ ୨୬ ଅବରୋଧ କରିଛନ୍ତି।

ଏନ୍ଏ‌ଚ୍ ଅବରୋଧ ଯୋଗୁ ଭବାନୀପାଟଣାରୁ ଜୟପୁରକୁ ଗମନାଗମନ ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes