ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ।
ବାଚନିକ ଭୋଟ ପରେ ନୂଆବାଚସ୍ପତିଙ୍କ ନାଁ ଘୋଷଣା କରିଛନ୍ତି ଉପ ବାଚସ୍ପତି। ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ, ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।