ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ମହାନଦୀରେ ବୁଡ଼ି ଶିକ୍ଷକର ମୃତ୍ୟୁ ଘଟିଛି।
ଛାତ୍ରଟି ବୁଡ଼ିବାର ଦେଖି ଶିକ୍ଷକ ସରୋଜ ଦାସ ନଦୀକୁ ଡେଇଁଥିଲେ।ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। କେନ୍ଦ୍ରାପଡ଼ା ମହାକାଳପଡ଼ାରୁ ପିକନିକ୍ ପାଇଁ କଣ୍ଟିଲୋ ଯାଇଥିଲେ।